୧ - ଓଡିଆ ଗୋଲ୍ଡ ଅପ୍ରାଇଜାର ଏସୋସିଏସନ ଗୋଟିଏ ସରକାରୀ ରେଜିଷ୍ଟ୍ରେସନ ସଂସ୍ଥା ଅଟେ ।
୨ - ଏହି ସଂସ୍ଥା ର ସଭ୍ୟ ହେଲେ ପ୍ରଥମେ ଗୋଲ୍ଡ ଅପ୍ରାଇଜାର କାମ ଜାଣିଥିବା ଦରକାର ।
୩ - ଶିକ୍ଷାଗତ ଯୋଗ୍ୟତା ର ପ୍ରମାଣ ପତ୍ର , ନିଜର ପରିଚୟ ପତ୍ର ଏବଂ ବାସସ୍ଥାନ ର ପ୍ରମାଣ ପତ୍ର ଆବଶ୍ୟକ ।
୪ - ଏସୋସିଏସନ ଏବଂ ବ୍ୟାଙ୍କ ର ନିୟମ ମାନି ଚାଳିବା ନିତ୍ୟାନ୍ତ ଆବଶ୍ୟକ ।
୫ - ଏହି ସଂସ୍ଥା ସଭ୍ୟ ମାନଙ୍କୁ ଯେକୌଣସି ବ୍ୟାଙ୍କ ରେ ନିଯୁକ୍ତି ଦେଇପାରିବ କିନ୍ତୁ ତାହାର କାର୍ଯକଳାପ ଉପରେ ସଂସ୍ଥା ଦାୟୀ ନୁହେଁ ।
୬ - କୌଣସି କାରଣରୁ ବ୍ୟାଙ୍କ ଆଇନ ର ଉଲଂଘନ କାର୍ଯକଲେ ସେ ସଭ୍ୟ ଏବଂ ତା ପରିବାର ଦାୟୀ ରହିବେ ।
୭ - ଏହି ସଂସ୍ଥା ର ସଭ୍ୟ ହେବାକୁ ହେଲେ ଟ. ୧୦୦୦/- ଙ୍କ। ଦେବାକୁ ପଡିବ ।
୮ - ପ୍ରତ୍ୟେକ ସଭ୍ୟ ଙ୍କୁ ସଂସ୍ଥା ତରଫରୁ ପରିଚୟ ପତ୍ର ଏବଂ ଗୋଟିଏ ବର୍ଷ ପାଇଁ ଏକ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଦିଆଯିବ ଓ ସାର୍ଟିଫିକେଟ ଦିଆଯିବ ।
୯ - ସଭ୍ୟ ହେଲେ ବ୍ୟାଙ୍କ ଠାରୁ ୨୦ କିଲୋମିଟର ଭିତରେ ରହିବା ଆବଶ୍ୟକ ।
୧୦ - ଏହି ସଂସ୍ଥା କୌଣସି କାରଣ ରୁ ଭାଙ୍ଗିଯାଏ କିମ୍ବା ବନ୍ଦ ହୋଇଯାଏ ତେବେ ବ୍ୟାଙ୍କରେ ଆର୍ପାଇଜାର ଭାବେ କାମ କରୁଥିବା ସଭ୍ୟର କୌଣସି ଅସୁବିଧା ହେବ ନାହିଁ ।
୧୧ - ଆଗାମୀ ଦିନରେ ଏହି ସଂସ୍ଥାର କିଛି ନିୟମ ପରିବର୍ତ୍ତନ କରାଯାଏ ତେବେ ପୂର୍ବରୁ ଜଣାଇ ଦିଆଯିବ ଏବଂ ତାହା ସମସ୍ତ ସଭ୍ୟ ମାନି ଚଳିବାକୁ ବାଧ୍ୟ ।
୧୨ - ମୁଁ ଏହି ସଂସ୍ଥାର ନୀତି ନିୟମ ମାନି ଚଳିବି , ଯଦି ଏହି ସଂସ୍ଥାର ନିୟମ ବିରୁଦ୍ଧରେ କାର୍ଯ କରେ ତେବେ ସଂସ୍ଥା ଯାହା ଦଣ୍ଡ ଦେବ ତାହା ମୁଁ ମାନିବାକୁ ବାଧ୍ୟ ଅଟେ ।
୧୩ - ପ୍ରତ୍ୟେକ ବର୍ଷ ଲାଇସେନସ୍ ନବୀକରଣ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ ଓ ଯଦି ଲାଇସେନସ୍ ନବୀକରଣ କରି ନାହାନ୍ତି ତେବେ ଆପଣଙ୍କୁ ଇନଶୋରେନ୍ସ ମିଳିବ ନାହିଁ ।
୧୪ - ପ୍ରତିବର୍ଷ ବିମା ନବୀକରଣ ଓ ସଂସ୍ଥାର କଲ୍ୟାଣ କାର୍ଯ୍ୟକଳାପ ଏବଂ ପ୍ରତ୍ୟେକ ସଭ୍ୟଙ୍କ ଉନ୍ନତି ସହଯୋଗ ନିମନ୍ତେ ୧୦୦୦- / ଦେଇ ବିମା ନବୀକରଣ କରିବା ନିହାତି ଆବଶ୍ୟକ ଅଟେ |
୧୫ - ଆପଣ କାର୍ଯରେ କିଛି ଅସୁବିଧା ସଂମୁଖୀନ ହୁଅନ୍ତି ତେବେ ଏସୋସିଏସନ ର ସହଯୋଗ ନେଇପାରିବେ |
୧୬ - ଏହି ସବୁ ନିଅମାବଳୀ ପଢି ବୁଝି ଏସୋସିଏସନ ର ସଭ୍ୟ ହେଲି |